କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ଚଳନ୍ତା ଟ୍ରକ୍ ରେ ଲାଗିଲା ନିଆଁ । ସକାଳ ସମୟରେ ଘଟିଥିଲା ଅଗ୍ନିକାଣ୍ଡ । ଖୋର୍ଦ୍ଧା ମାଛ ନେଇ ଯାଉଥିଲା ଏହି କଣ୍ଟେନର ଟ୍ରକ୍ । କଟକ ଜଗତପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ଅଗ୍ନିଶମ ବାହିନୀ ର କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି ।ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଥିବା ସୂଚନା ମିଳିଛି ।
ମାଛ ନେଇ ଯାଉଥିବା ଚଳନ୍ତା ଟ୍ରକ ରେ ଲାଗିଲା ନିଆଁ !!!

