ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ବି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଶୂନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ସାମାଜିକ ଗଣମାଧ୍ୟମ ରୁ ମିଳିଲା ଏ ଭିଡିଓ ! ସୂଚନାରୁ ଜଣାଗଲା ଯେ , ଯାଜପୁର ଜିଲ୍ଲା କାଳିଆପାଣି ଗାଁ ପାତ୍ର ସାହିର ଦସୁରୁ ମହାରଣା କମ ବୟସରୁ ମୃତ୍ୟୁ ବରଣ କରିଥିଲେ ! ତାଙ୍କର 2 ଟି ପିଲା ଆଉ ପାଗେଳୀ ସ୍ତ୍ରୀ ! ଦସୁରୁ ଙ୍କ ସାନ ଭାଇ ଗୋପୀ ମହାରଣା ପାଖରେ ରହି ଆସୁଛନ୍ତି ସେମାନେ ! ମାନବିକତା ଦୃଷ୍ଟିରୁ ଭରଣ ପୋଷଣ କରିବା କଥା , କିନ୍ତୁ ମା ଛୁଆ ତିନି ଜଣଙ୍କୁ ହଇରାଣ ହରକତ ରେ ରଖିଛି ବୋଲି ଶୁଣିବାକୁ ମିଳୁଛି ! ସାନ ପୁଅ ଓପାସ ଭୋକରେ କୁଆଡେ ଯାଇଥିବା ସମୟରେ ଗୋପୀ ମହାରଣା ପିଲାଟିକୁ ଖୋଜି ଗାଁ ରାସ୍ତାରେ ତଡି ତଡି ଚପଲ ରେ କେମିତି ମାରୁଛି ଦେଖନ୍ତୁ ! ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ ହେବା ପରେ ବି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଶୂନ !

Leave a Reply

Your email address will not be published. Required fields are marked *