ବିଜେଡି କାର୍ଯ୍ୟାଳୟ ଠାରେ ପାରଳା ବିଧାୟକ ଙ୍କ ପ୍ରେସମିଟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜେଡି କାର୍ଯ୍ୟାଳୟ ଠାରେ ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ପ୍ରେସମିଟରେ ଡ଼କ୍ଟର ବାଞ୍ଜେରୀ ଗ୍ରାମ ବିକ୍ରି ଘଟଣା କୁ ନେଇ ବିଧାୟକ ନିଜର ଅଭିବ୍ୟକ୍ତ ପ୍ରକାଶ କରିଥିଲେ l ଏଥିରେ ବିଧାୟକ ଅନ୍ୟାୟ ବିରୁଦ୍ଧରେ ସଦାସର୍ବଦା ବିଜୁ ଜନତା ଦଳ ସାଧାରଣ ଜନତା ସହ ସାତ ଦେଇ ଆସିଛି ଏବେ ବି ଦେଉଛି ଡ଼କ୍ଟର ବାଞ୍ଜେରୀ ଗ୍ରାମ ବାସୀଙ୍କ ସହ ବିଜେଡି ଦଳ ଛିଡାହେଇଛି ତାଙ୍କ ଭିଟା ମାଟିକୁ କେହିବି ଅତ୍ୟାର କରିପାରିବେନି କି ଖଣ୍ଡିଏ ଜାଗା କେହି ନେଇପାରିବେନି କହି ବିଧାୟକ ପ୍ରେସମିଟରେ ପ୍ରତିଶୃତି ଦେଲେ l ଏହି ପ୍ରେସମିଟରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ଗୋଶାଣୀ ବ୍ଲକ ଅଧକ୍ଷ ଏନ. ଭୀ ରରାଜୂ, ପୌରପରିଷଦ ଅଧକ୍ଷା ଶ୍ରୀମତୀ ନିର୍ମଳା ସେଠୀ,ଜିଲ୍ଲାପରିଷଦ ଏସ. ବାଲରାଜୂ, ବିଜେଡି ବରିଷ୍ଠ ନେତା ଗଜପତି ରାଓ,ଶୁଦ୍ଧି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *