ଗୋଶାଣୀ ବ୍ଲକ ଅନ୍ତର୍ଗତ ଯାଜପୁର ଗ୍ରାମ ଠାରେ ଜନ୍ମାଷ୍ଟମୀ ମହୋତ୍ସବ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ଯାଜପୁର ଗ୍ରାମ ଠାରେ ଜନ୍ମାଷ୍ଟମୀ ମହୋତ୍ସବ ଅନୁଷ୍ଠିତ l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଇଟେକ ଗ୍ରୁପ ଅଧକ୍ଷ ଡ଼ଃ.ତିରୁପତି ପାଣିଗ୍ରାହୀ ଏବଂ ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ l ଏଥିରେ ଆଖ ପାଖ ଗ୍ରାମ ତଥା ଆନ୍ଧ୍ରର କଳାକାର ମାନଙ୍କୁ ଡ଼ଃ. ତିରୁପତି ପାଣିଗ୍ରାହୀ ଏବଂ ବିଧାୟକ ମାନପତ୍ର ସହ ପୁରସ୍କାର ମାଧ୍ୟ୍ୟମରେ ସମ୍ମାନିତ କରିଥିଲେ l ଏହି ମହୋତ୍ସବରେ ବିଧାୟକ ଙ୍କ ସହ ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ଗୋଶାଣୀ ଅଧକ୍ଷ ଏନ.ଭୀର ରାଜୁ, ଗୁମ୍ମା ଉପାଧକ୍ଷ ଶ୍ରୀନିବାସ, ବରିଷ୍ଠ ନେତା ଗଜପତି ରାଓ , ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *