ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ୫୩ ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା ! ବହୁ ବାର ଅଭିଯୋଗ କରି ମଧ୍ୟ ହେଉନି ସମାଧାନ ! ଏହାକୁ ନେଇ କ୍ଷୋଭ ପ୍ରକାଶ କଲେ ସ୍ଥାନୀୟ ବାସିନ୍ଦା ! ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ର ସୁକିନ୍ଦା ହନୁମାନ ଛକ ନିକଟ ରାଜପଥ ମରଣଜନ୍ତା ପାଲଟିଛି । ଏହି ରାସ୍ତା ଦେଇ ଜନ ସାଧାରଣ ଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଥିବାର ଦେଖିବାକୁ ମିଳିଛି ।
ସୁକିନ୍ଦା ୫୩ ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା !!!

