ଆମ ରିପୋଟରଗଜପତିଜିଲ୍ଲା

ଅଯୋଧ୍ୟା-ବାରଣାସୀ ତୀର୍ଥ ଯାତ୍ରା ରେ ଯୋଗଦେଲେ ଗଜପତିର ୭୨ ଜଣ ବରିଷ୍ଠ ନାଗରିକ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅଯୋଧ୍ୟା-ବାରଣସୀ ତାର୍ଥଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଭାପତି,ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.…

ଆମ ରିପୋଟରଗଜପତିଜିଲ୍ଲା

ବିଧାନସଭା ପରିସର ମଧ୍ୟରେ ବୃକ୍ଷରୋପଣ କଲେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ !!!

ଗଜପତି // ଭୁବନେଶ୍ଵର ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିବସର ଆରମ୍ଭ ପୂର୍ବରୁ ବିଧାନସଭା…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଏଗ୍ରି ଇଣ୍ଡିଆ ଫୁଡ୍ ପ୍ରଡକ୍ଟସ୍ ଆନୁକୁଲ୍ୟରେ ରକ୍ତଦାନ ଶିବିର !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ମାନବତାର ସର୍ବୋତ୍କୃଷ୍ଟ ସେବା ମଧ୍ୟରୁ ଗୋଟିଏ ସେବା ହେଉଛି ରକ୍ତଦାନ। ଆପଣଙ୍କ ଅଳ୍ପ…

ଆମ ରିପୋଟରଜିଲ୍ଲାଯାଜପୁର

୮୦ତମ ସମୀକ୍ଷା ବୈଠକ ସହ ୨୦୦୮ ଦିନରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର ମିଶନ୍‌ ଅମୃତ ହସ୍ତମ୍ ସେବା କାର୍ଯ୍ୟ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମାଜସେବାକୁ ନିଜ ଜୀବନର ବ୍ରତ ଭାବରେ ଆଦରିନେଇ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ…

ଆମ ରିପୋଟରଗଜପତିଜିଲ୍ଲା

ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳା ମାନଙ୍କୁ ମୌଳିକ ହାତ ତିଆରି ଧୂପକାଠି ଏବଂ ଫିନାଇଲ ତାଲିମ କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳା ମାନଙ୍କୁ ମୌଳିକ ହାତ ତିଆରି…