ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଟର୍ସେଲ ହର୍ବାଲ ପ୍ରାଇଭେଟ ଲିମିଟେଡ ତରଫରୁ ସଚେତନତା କାର୍ଯ୍ୟକ୍ରମ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ NAC ର ୧୨ ନମ୍ବର ୱାର୍ଡ ର…

ଆମ ରିପୋଟରକନ୍ଧମାଳଜିଲ୍ଲା

ପ୍ରବଳ ବର୍ଷା ପରେ ପୁଣି କଳିଙ୍ଗା ଘାଟିରେ ଅଘଟଣ : ପଥର ଖସିବା ପରେ ନିର୍ମାଣ କାମ ବନ୍ଦ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କଳିଙ୍ଗା ଘାଟିରେ ସୋମବାର ପୁଣି ଅଘଟଣ । ପ୍ରବଳ ବର୍ଷା ପରେ ପୁଣି…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ପାରାଦୀପ ର ଗଣପର୍ବ ବିଶ୍ୱକର୍ମା ପୂଜା : ଅସମ୍ଭବ ଜନଗହଳି !!!

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ବିଭିନ୍ନ ପୂଜାକମିଟି ତରଫରୁ ନିର୍ମାଣ ହୋଇଥିବା ସୁସଜ୍ଜିତ ତୋରଣ ଓ଼ ଆଲୋକମାଳା ଦର୍ଶକଙ୍କ ମନ…

ଆମ ରିପୋଟରକନ୍ଧମାଳଜିଲ୍ଲା

୫୬ ବର୍ଷ ର ପରମ୍ପରା : କଳସ ଯାତ୍ରାରୁ ଆରମ୍ଭ ହେଲା ବାଲିଗୁଡାର ପ୍ରସିଦ୍ଧ ନବରାତ୍ର ଦୂର୍ଗାପୂଜା !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରେ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ପାଇଁ…

ଆମ ରିପୋଟରଜିଲ୍ଲାବରଗଡ଼

ପାଇକମାଳରେ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ର ପୁଜା ପାଇଁ କଳସ ଯାତ୍ରା !!!

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ବରଗଡ଼ ଜିଲ୍ଲା ପାଇକମାଳ ଠାରେ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ରପୁଜା ପାଇଁ କଳସ ଯାତ୍ରାସୋମବାର…

ଆମ ରିପୋଟରଗଜପତିଜିଲ୍ଲା

ବର୍ଷକୁ କେବଳ ଦଶ ଦିନ ଖୋଲା ହୂବ ଦାଣ୍ଡୁମାରାମ୍ମା ମାଆଙ୍କ ମନ୍ଦିର !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଦାଣ୍ଡୁମାଲା ସାହିରେ ଭିନ୍ନ ପରମ୍ପରାର ଏକ…

ଆମ ରିପୋଟରକଟକଜିଲ୍ଲା

ଚାଟେଶ୍ୱର ମନ୍ଦିରରେ ମା ବନଦୂର୍ଗା ଙ୍କ ନବରାତ୍ର ପୂଜା ଆରମ୍ଭ !!!

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲା ସାଲେପୁର ବ୍ଲକ୍ କିସିନାପୁର ଗ୍ରାମ ର ଇତିହାସ ପ୍ରସିଦ୍ଧ ଚାଟେଶ୍ୱର ଶିବ…

ଆମ ରିପୋଟରଗଜପତିଜିଲ୍ଲା

ବଡ଼ ବ୍ରାହ୍ମଣ ସାହିରେ 65 ତମ ଶାରଦୀୟ ନବ ଦିନାତ୍ମକ ଦୁର୍ଗା ପୂଜା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ଼ ବ୍ରାହ୍ମଣ ସାହି ଛକରେ ଜୟ…

ଆମ ରିପୋଟରକଟକଜିଲ୍ଲା

ତ୍ରିସୁଳିଆ ଛକ ରେ ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା !!!

ବାରଙ୍ଗ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ନିର୍ବାଚନ ମଣ୍ଡଳୀ ର ବାରଙ୍ଗ ତ୍ରିସୁଳିଆ ଛକ ଠାରେ ବିଜେପି ରାଜ୍ୟ…