ଘର ଡିହ ବିବାଦକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ : ଚୁପ ବସିଛି ପୁଲିସ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଘର ଡିହ ବିବାଦକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ , ଅଭିଯୋଗ ପାଇବା ପରେ ଚୁପ ବସିଛି ପୁଲିସ ! ବାଙ୍କୀ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ! ଏକ ଘରଡ଼ିହ ବିବାଦକୁ କେନ୍ଦ୍ର କରି ହୋଇଛି ସଂଘବଦ୍ଧ ଆକ୍ରମଣ ! ଗତ ଚବିଶ ତାରିଖ ଦିନ ଘଟିଥିବା ଘଟଣା କୁ ନେଇ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ସୁଦ୍ଧା ଚୁପ ହୋଇ ବସି ରହିଛି ବାଙ୍କୀ ପୁଲିସ ! ଆକ୍ରମଣ କାରୀ ମାନେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଛାମୁଆ କର୍ମୀ ହୋଇଥିବାରୁ ଆଇନଗତ ପଦକ୍ଷେପ ହେଉ ନାହିଁ ବୋଲି ଏତଲା କାରୀ ଅଭିଯୋଗ କରିଛନ୍ତି !

Leave a Reply

Your email address will not be published. Required fields are marked *