ହୋଡ଼ିଂ ଲଗାଯାଉଛି : ପୌର ପରିଷଦ ଟିକସ ହରାଉଛି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ରେ ସହର ର ବିଭିନ୍ନ ଅନୁଷ୍ଠାନ ପକ୍ଷ ରୁ ବିଜ୍ଞ।ପନ ହୋଡିଂ ଲଗାଯାଉଛି ! ପ୍ରଚାର ପ୍ରସାର ସକାଶେ , କିନ୍ତୁ ପୌର ପରିଷଦ ଟିକସ ଆଦାୟ କରାଯାଉନାହିଁ ! ଯାହା ଫଳରେ ପୌର ପରିଷଦ ଟିକସ ହରାଉଛି ! ଟିକସ ଆଦାୟ କରାଯାଉଛି ନ ନାଇଁ , ଜନସାଧାରଣ ଙ୍କ ମନରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ପୂର୍ବେ ଟେଣ୍ଡର କରାଯାଉଥିଲା , ପୌର ପରିଷଦ ଟିକସ ଆଦାୟ ହୋଇ ପାରୁଥିଲା ବୋଲି ଶୁଣିବାକୁ ମିଳିଛି ! ବର୍ତ୍ତମାନ ସହର ରେ ମାଳ ମାଳ ବିଜ୍ଞାପନ ହୋଡିଙ୍ଗ ଲଗାଯାଇଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ , ରାଜ୍ୟ ସରକାର ଦୃଷ୍ଟି ପଡ଼ିଲେ ପୌର ପାରିଷଦ ର ରାଜସ୍ଵ ପାଇଁ ପାରନ୍ତା ବୋଲି ବୁଦ୍ଧିଜିବୀ ମହଲରେ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *