ସ୍ୱଚ୍ଛତା ଅଭିଯାନରେ ଉତ୍କଳ ବିକାଶ ପରିଷଦ ର ଭୂମିକା ଗୁରୁତ୍ବପୂର୍ଣ୍ଣ : ସାଧାରଣ ଜନତା ।

Spread the love

କଟକ ସଦର (ଆୱ୍ଵାଜ ମିଡ଼ିଆ) ଶ୍ରୀକାନ୍ତ ବେଉରା : କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ତରଫରୁ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ୱାନ କ୍ରମେ କାର୍ଯ୍ୟକର୍ତ୍ତା ବର୍ଗ କିଶନନଗର ସ୍ଥିତ ତହସିଲ ସମ୍ମୁଖ ଜାଗର ଯାତ୍ରା ପଡିଆରେ ସଫେଇ କରିବା ସହ ସ୍ୱଚ୍ଛତା ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି । ଏହି କାର୍ଯ୍ୟକ୍ରମରେ ଦିପକକୁମାର ସାମଲ, ମନୋଜ ବେହେରା, ଯାମିନୀ ମୋହନ ସାହୁ, ମଣ୍ଟୁ ସାମଲ , ସୋମ୍ୟରଞ୍ଜନ ବେହେରା, ଶୁଭକାନ୍ତ ସେଠି, ସଞ୍ଜୟ ଭୋଇ, ସନିଆ ଭୋଇ ଆଦି ବହୁ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ । ସ୍ୱଚ୍ଛତା ପାଇଁ ସାମାଜିକ ସଂଗଠନର ଏପରି ଉଦ୍ୟମ ଏବଂ ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦା ବେଶ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *