ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣା : ଆଉ ୨ ଗିରଫ !!!

Spread the love

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ନରସିଂହପୁର ଗୁଳି ବିଦ୍ଧ ହାତୀ ମୃତ୍ୟୁ ଘଟଣାରେ ଆଉ ୨ ଗିରଫ . ୨ ଦିନ ଧରି ପଚରାଉଚରା ପରେ ୨ ଜଣଙ୍କୁ ଗିରଫ କଲା ବନବିଭାଗ . ଗିରଫଦାରୀ ନେଇ ଆଠଗଡ଼ ଡିଏଫ୍ଓଙ୍କ ସୂଚନା . ପୂର୍ବରୁ ଗୋଟିଏ ଦେଶୀ ବନ୍ଧୁକ ସହ ୩ ଜଣ ଗିରଫ ହୋଇଥିଲେ .

Leave a Reply

Your email address will not be published. Required fields are marked *