ଉଦଯାପିତ ହେଲା ନଅଗାଁ ଆଞ୍ଚଳିକ ଧନୁଯାତ୍ରା !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବଲାଙ୍ଗୀର ଜିଲ୍ଲା ର ନଅଗାଁ ଧନୁଯାତ୍ରା ଉଦଯାପିତ ହୋଇଯାଇଛି ! 10 ଦିନ ଧରି ଅନୁଷ୍ଠିତ ଏହି ଧନୁଯାତ୍ରା ରେ ମଥୁରା ନଗରୀ ରେ କଂସାସୁର ର ଅତ୍ୟାଚାର ର ଯବନିକା ପଡିଛି !ସେହି ପରି ଏହି ଧନୁଯାତ୍ରା ରେ ଗୋପପୁର ଭାବେ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ସାଉଁତ ଖଣ୍ଡି ଗ୍ରାମ ରେ ଭଗବାନ ଶ୍ରୀକୃଷ୍ଣ ଏବଂ ଭାଇ ବଳରାମ ଙ୍କ ସହ ବାଲ୍ୟ ଲୀଳା କରିଥିଲେ !

Leave a Reply

Your email address will not be published. Required fields are marked *