ଗୋରୁ ଚାଲାଣ ସମୟ ରେ ପୋଲିସ ର ଚଢ଼ାଉ : ୨୨ ଗୋମାତା ଉଦ୍ଧାର !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଗୋରୁ ଚାଲାଣ ସମୟ ରେ ପୋଲିସ ର ଚଢ଼ାଉ , ୨୨ ଗୋମାତା ଉଦ୍ଧାର ! ଚଢ଼ାଉ ବେଳେ ଥାନା ଅଧିକାରୀ ଙ୍କ ସହିତ ଜଣେ ପୋଲିସ କର୍ମଚାରୀ ଆହତ ! ସେପଟେ ଗୋରୁ ବୋଝେଇ ଗାଡି ଓଲଟିବା ଯୋଗୁ ୮ ଗୋମାତା ଙ୍କର ମୃତ୍ୟୁ ! ଭୋର ସମୟ ରେ ବେଗୁନିଆ ଅଂଚଳ କୁ ସମ୍ବଲପୁର ଗୋ ଚାଲାଣ ବେଳେ ବାଙ୍କୀ ବୈଦେଶ୍ଵର ଆର ଆଇ କାର୍ଯ୍ୟାଳୟ ନିକଟରୁ ଗୋରୁ ବାଝେଇ ଗାଡି କୁ ମାଡି ବସିଲା ବୈଦ୍ୱେଶ୍ୱର ପୋଲିସ ! ଘଟଣା ସ୍ଥଳରୁ ୨୨ ଟି ଗୋମାତା କୁ ଉଦ୍ଧାର କଲା ପୋଲିସ ! ଉଦ୍ଧାର ଗୋରୁ ବୋଝେଇ ଗାଡି ମଧ୍ୟ ରେ ୨୧ ଟି ଷଣ୍ଢ ରହିଛନ୍ତି ! ସେପଟେ ଚଢ଼ାଉ ବେଳେ ଘଟଣା ରେ ଵେଦେଶ୍ୱର ଆଇ ଆଇ ସି ଓ ଜଣେ ପୋଲିସ କର୍ମଚାରୀ ଆହତ. ଗୋରୁ ବୋଝେଇ ଗାଡି ଟି ଏବେ ଆର ଇ କାର୍ଯ୍ୟାଳୟ ନିକଟରେ ! ପୋଲିସ ଚଢ଼ାଉ ସମୟ ପଲଟି ଯାଇଥିବାର ସୂଚନା ଦେଲେ ଥାନା ଅଧିକାରୀ ! ଘଟଣା ସ୍ଥଳ ରୁ ଅନ୍ଧାର ର ସୁଯୋଗ ନେଇ ଚମ୍ପଟ ମାରିଛନ୍ତି ଡ୍ରାଇଭର ଓ ହେଲ୍ପର ! ଏବେ ପ୍ରାୟ ୮ ଟି ଗୋ ମାତା ଙ୍କର ଗାଡି ପଲିଟିଯିବା ଯୋଗୁ ମୃତ୍ୟୁ ଘଟିଛି !

Leave a Reply

Your email address will not be published. Required fields are marked *