ମଣ୍ଡଳଦେବୀ ଗ୍ରାମ ମା ଠାକୁରାଣୀଙ୍କ ଉତ୍ସବରେ ପହଞ୍ଚିଲେ ପାରଳା ବିଧାୟକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ମଣ୍ଡଳଦେବୀ ଗ୍ରାମ ଠାରେ ମାଁ ଠାକୁରାଣୀଙ୍କ ଉତ୍ସବ ଆୟୋଜିତ ! ଶେଷ ଦିନରେ ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇ ମା ଙ୍କ ଦର୍ଶନ କରି ପୂଜାର୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ l ବିଧାୟକ ଙ୍କ ସହ ଗୋଶାଣୀ ଜିଲ୍ଲା ପରିଷଦ ଏସ.ବାଲରାଜୂ ଯୋଗଦେଇ ମା ଙ୍କ ଆଶିଷ ଭିକ୍ଷା କରି ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ !

Leave a Reply

Your email address will not be published. Required fields are marked *