ସମସ୍ୟା ଘେରରେ ପାରଳାଖେମୁଣ୍ଡି ପୌର ପରିଷଦ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳା ପୌର ପରିଷଦ ସମସ୍ୟା ଘରରେ ଥିବ ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ହେଲା ସମସ୍ୟା ସୁଧୁରୁ ନାହିଁ ଓଡ଼ିଶା ର ସର୍ବପୁରାତନ ତଥା ଦୁତୀ ୟ ପୌର ପାରିଷଦ ଅଟେ କିନ୍ତୁ ଏଠାରେ ସମସ୍ୟା ଅନେକ ରହିଥିବା ବେଳ ସମାଧାନ କମ ରହିଛି ଏଠାରେ ପଲିଥିନ ବହୁଳ ବେଵ ହାର ହଉଛି। କାର୍ଯ୍ୟ ନୁଷ୍ଟନ ସୁନ ପଲିଥିନ ଦ୍ଵାରା ପରିବେଶ ଦୂଷିତ ହଉଛି। ତା ସାଙ୍ଗକୁ ବୁଲା ଗାଈ ଗୋରୁ ସେଥିରେ ଥିବ ଖାଦ୍ୟ ପଦାର୍ଥ ଖାଇ ଆସୁବି ଧ। ସମ୍ମୁଖୀନ ହଉଛନ୍ତି। ସେହି ଭଳି ଉଠା ଦୋକାନୀ କବଜାରେ ସହର ଯାହା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହଉଛି କେବଳ ଟିକସ ଆଦାୟ କରିବ ରେ ବଉଳ। ସେହି ଭଳି ସହରରେ ମାଛ ମାଂସ ଦୋକାନ ଏତେ ବୃଦ୍ଧି ପାଇଛି ଯେ ଛକ , ରାସ୍ତା କଡ ସାହି ଗୁଡିକରେ ଏପରିକି ଅନୁଷ୍ଠାନ ଗୁଡ଼ିକ ନିକଟରେ ବିକୁଛନ୍ତି ଏହି ଗୁଡ।କୁ ଲଗାମ ନାହିଁ । କେବଳ ଟିକସ ଆଦ ୟ ରେ ବଉଳ। ପଚାରିଲେ ନୂତନ ମାଛ ମାଂସ ମାର୍କେଟ ଗଠନ ହେବ। ବୁଲା ଗାଈ ଗୋରୁ କୁକର ର ଘୁଷୁରୀ ର ପଦୂର୍ ଭାବ ଅଧିକ ଟ୍ରାଫିକ ସମସ୍ୟା ସହ ଛୋଟ ମୋଟ ଦୂର ଘଟଣା ହଉଛି। କୁକ ର ଦ୍ଵାରା ଲୋକେ ଭୟ ବିତ କୁକର ଭୋକି କାମୁଡିଥାଏ ଏହି ଭଳି ସହର ର ବହୁ ଲୋକଙ୍କୁ କାମୁଡି ଥିବାର ଦେଖିବାକୁ ମିଳିଛି । ଭେଣ୍ଡିଯୁନ କୁ ଦିୟ।ଯାଉ ନାହିଁ ଉଠ ଦୋକାନୀ କୁ ନିର୍ମିତ ହୋଇଛି ବର୍ତ୍ତମାନ୍ ସୁଦ୍ଧା କାର୍ଯ୍ୟ କରି କରାଯାଉ ନାହିଁ। ଖତ ଖାଉଛି ଅସମ।ଜିକ ଲୋକଙ୍କ ଆଡା ସ୍ଥଳୀ ପାଲଟିଛି। ସରକାର କା ମଲ୍ ଦରିଆମେ ଡାଲ ନୀତି ରେ ଚାଲିଛି। ବହୁ ଦିନ ହେଲା କର୍ମ ଚାରି ଙ୍କ ବଦଳି ହଉ ନାହିଁ । ଦୀର୍ଘ ବର୍ଷ ହେଲା ଏପରିକି ଦଶ ବର୍ଷ ରୁ ଉର୍ଦ୍ଧ କାର୍ଯ୍ୟରତ ଅଛନ୍ତି ଯାହା ଫଳ ରେ ସରକାର ଙ୍କ ନିୟମ ଏଠାରେ କାର୍ଯ୍ୟକାରୀ ହେଉନାହିଁ ସ୍ଵଚ୍ଚ ତ। ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି। ଏହି କର୍ମ ଚାରି ଦୀର୍ଘ ଦିନ ହେଲା ରହିବା ଦ୍ଵାରା ବିକାଶ ରେ ପ୍ରତିବନ୍ଧକ ସୃଷ୍ଟି ହଉଛି ବୋଲି ଅଭି ଯୋଗ ହଉଛି।ପୌର ପରିଷଦ ଦୁର୍ନୀତି ର ଗନ୍ତ। ଘର ପାଲଟି ଥିବା ଅଭିଯୋଗ ହଉଛି। ନୂତନ ସରକାର ବା ଲୋକଙ୍କ ସରକାର ଏଥି ପ୍ରତି ଗୁରୁତ୍ବ ଦେଲେ ସହର ଉନ୍ନତି ହେବ ଜନ ସାଧା ରଣ ଉପକୃତ ହେବେ। ଗଣ ତନ୍ତ୍ର ଶାସନ ରେ ଏଭଳି ବେବସ୍ତା ଶୋଭନିୟ ନୁହେଁ ବୋଲି ବୁଦ୍ଧିଯିବି ମହଲ ରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *