ତ୍ରିସୁଳିଆ ଛକ ରେ ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ନିର୍ବାଚନ ମଣ୍ଡଳୀ ର ବାରଙ୍ଗ ତ୍ରିସୁଳିଆ ଛକ ଠାରେ ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କୁ ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ଦ୍ୱାରା କଟକ ଜିଲ୍ଲା ଉପସଭାପତି ପ୍ରଭାସ ରାଉତଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ପାର୍ଥୀ ଓ ରାଜ୍ୟ ସଂଯୋଜକ ଅଜୟ କୁମାର ସ୍ୱାଇଁ ଙ୍କ ଦ୍ୱାରା ପୁଷ୍ପମାଳ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ! ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୂର୍ବତନ ମଣ୍ଡଳ ସଭାପତି ପ୍ରଭାତ ମହାପାତ୍ର, ବୁଲୁ ସ୍ୱାଇଁ, ବାବୁଲି ବିଶୋଇ, ସମ୍ପାଦକ ଗୋବିନ୍ଦ ସ୍ୱାଇଁ, କୃଷକମୋର୍ଚା ସଭାପତି ବିଭୁତି ସାହୁ, ନାରାୟଣ ସ୍ୱାଇଁ, ବିଭୁତି ଯେନା, ମହିଳାମୋର୍ଚା ସଭାପତି ଦ୍ରୌପଦୀ ଦଳାଇ, ସସ୍ମିତା ସାହୁ, ଓ ଦିଲ୍ଲୀପ ମାଝୀ, ପ୍ରଭାତ ରଣା, ଭରତ ଚନ୍ଦ୍ର ଭୋଇ,ଟୁଲୁ ସାହୁ,ଭାଗ୍ୟଧର ସ୍ୱାଇଁ,କବିରାଜ ଦାସ, ବରିଷ୍ଠ ବିଜେପି ନେତୃତ୍ୱ ନିତ୍ୟାନନ୍ଦ ସାହୁ ଙ୍କ ସମେତ ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ନାରୀନେତ୍ରୀ ପଦ୍ମଜା ଦେବତା, ପୂର୍ବତନ ଜିଲ୍ଲା ସମ୍ପାଦକ ସିଦ୍ଧେଶ୍ୱର ପାଇକରାୟ, କଟକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁକାନ୍ତ ବିଶ୍ୱାଳ ଓ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ ଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସ୍ୱାଗତ କରାଯିବା ସହ ଚୁଡ଼ଙ୍ଗଗଡ଼ ର ପୁନଃରୁଦ୍ଧାର ପାଇଁ ଦାବି କରାଯାଇଥିଲା !

Leave a Reply

Your email address will not be published. Required fields are marked *