କଳାପଥର କାନାରା ବ୍ୟାଙ୍କ ପରିସରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ସାରା ଦେଶ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉଡ଼ିଛି ତ୍ରିରଙ୍ଗା ! ହେଲେ କଳାପଥର କାନାରା ବ୍ୟାଙ୍କ ପରିସରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ ! ସାରା ରାଜ୍ୟରେ ବିଭିନ୍ନ ସରକାରୀ ଅନୁଷ୍ଠାନ , ବେସରକାରୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କରେ ସାଧାରଣତନ୍ତ୍ର ଦିବସ ଅବସରରେ ପତାକା ଉତ୍ତୋଳନ ହୋଇଥିବା ବେଳେ କଳାପଥର କାନାରା ବ୍ୟାଙ୍କରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ କ୍ଷୋଭ ପ୍ରକାଶ କରିବା ସହ ଶାଖା ପରିଚାଳକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି !

 

 

Leave a Reply

Your email address will not be published. Required fields are marked *