ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳରେ ନାବାର୍ଡ ର ପ୍ରତିଷ୍ଠା ଦିବସ ପାଳିତ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ନାବାର୍ଡର 40 ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ କୋଭିଡ଼ ନିୟମ ଅନୁସାରେ ଉତ୍ସବ ପାଳନ…

ଆମ ରିପୋଟରଜିଲ୍ଲାନୟାଗଡ

ମୁଣ୍ଡ ଉପରେ ଚାଳ ଛପର ନାହିଁ , କି ହିତାଧିକାରୀ ତାଲିକାରେ ନାଁ ମଧ୍ୟ ନାହିଁ !!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଥିଲା ବାଲା କୁ ମିଳୁଛି ଆବାସ ଯୋଜନାରେ ଘର , ହେଲେ ନଥିଲା ବାଲାକୁ…

ଆମ ରିପୋଟରଗଜପତିଜିଲ୍ଲା

ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି , ଅଘୋଷିତ ବିଜୁଳି କାଟ ଓ ଲୋ-ଭୋଲଟେଜ ପ୍ରତିବାଦରେ ଗଜପତି ଜିଲ୍ଲା ଭାଜପା ପକ୍ଷରୁ ବିକ୍ଷୋଭ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଓ ଲୋ-ଭୋଲଟେଜ ପ୍ରଭୃତି…

ଆମ ରିପୋଟରଜିଲ୍ଲାନୟାଗଡ

ଓଡ଼ଗାଁ ଶ୍ରୀ ରଘୁନାଥ ମନ୍ଦିର ପରିସର ରେ ଚାରାବଣ୍ଟନ କାର୍ଯ୍ୟକ୍ରମ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଓଡ଼ଗାଁ ଶ୍ରୀ ରଘୁନାଥ ମନ୍ଦିର ପରିସର ରେ ଚାରାବଣ୍ଟନ କାର୍ଯ୍ୟକ୍ରମ . ବଂଶୀଧର ଇଣ୍ଟରନ୍ୟାସନାଲ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ବଡଧରଣର ଡକାୟତି : ଲୁଟିନେଲେ ଟଙ୍କା ସୁନା ଗହଣା !!!

ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : କଳିଙ୍ଗନଗର ଥାନା ରାଣଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ବାରାଖାଇ ର ସାତବାଟିଆ ଗ୍ରାମର ନିମାଇଁ ମଣ୍ଡଳ…

ଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ଗିରଫ କଲା ଢେଙ୍କାନାଳ ଟାଉନ ପୋଲିସ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଗତ ଏପ୍ରିଲ ମାସରେ ହୋଇଥିବା ଏକ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ଗିରଫ କଲା ଢେଙ୍କାନାଳ…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଦଳିତ ବର୍ଗ ଉପରେ ଅତ୍ୟାଚାର ପ୍ରତିବାଦରେ ଏସ ଡି ପି ଓ ଅଫିସ ସମ୍ମୁଖରେ ଧାରଣା !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ବାଳକାଟି ଓ ବଳଭଦ୍ରପୁର ଘଟଣାର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଏସ ଡି…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ସଦର ମହକୁମା ରେ ଚାଲିଛି କଙ୍ଗାରୁ କୋର୍ଟ : ପ୍ରଶାସନ ନୀରବଦ୍ରଷ୍ଟା

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ସଦର ମହକୁମା ରେ ଚାଲିଛି କଙ୍ଗାରୁ କୋର୍ଟ, ସବୁ ଜାଣି ସୁଦ୍ଧା ପ୍ରଶାସନ…