ଆମ ରିପୋଟରଜିଲ୍ଲାଯାଜପୁରରାଜନୀତିରାଜ୍ୟ

ଉପରଟମକା ଠାରେ ମନ୍ତ୍ରୀଙ୍କ ଉପସ୍ଥିତିରେ ମହାମିଶ୍ରଣ ପର୍ବ ଅନୁଷ୍ଠିତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦାନଗଦି ବ୍ଳକ ଅନ୍ତର୍ଗତ ଉପରଟମକା ଠାରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଉପସ୍ଥିତରେ ବିଜେପି…

ଆମ ରିପୋଟରଗଜପତିଜିଲ୍ଲା

ଜିଲାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ମୋର ମୂଳ ଲକ୍ଷ୍ୟ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ମୁଖ୍ୟ ଚିକିତ୍ସା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବିବାହର ମିଥ୍ୟା ପ୍ରତିଶୃତି ଦେଇ ସମ୍ପର୍କ : ଥାନାରେ ଏତଲା ପରେ ପ୍ରେମିକ ଫେରାର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିବାହର ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସର୍ମ୍ପକ ରଖିବା ପରେ ବାହାଘର ପାଇଁ ପ୍ରେମିକା…

ଆମ ରିପୋଟରଜିଲ୍ଲାବରଗଡ଼

ପାଇକମାଳ ବ୍ଲକ ଯାଦବ ସମାଜ ଦ୍ୱାରା ଗିରି ଗୋବର୍ଦ୍ଧନ ପୂଜା !!!

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ! ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଯାଦବ ସମାଜ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ସାଲୁଣି ଗ୍ରାମର ସିଦ୍ଧେଶ୍ଵର ମହାଦେବ ମନ୍ଦିର ପୀଠରେ ହବିଷ୍ୟଳି ଙ୍କ ନିଆରା ପୂଜାର୍ଚ୍ଚନା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ସାଲୁଣି ଗ୍ରାମର ସିଦ୍ଧେଶ୍ଵର ମହାଦେବ ମନ୍ଦିର ଙ୍କ ପୀଠରେ ହବିଷ୍ୟଳି ଙ୍କ ନିଆରା…

ଆମ ରିପୋଟରକଟକଜିଲ୍ଲା

କିଶୀନାପୁର ଗ୍ରାମ ର ଚାଟେଶ୍ୱର ମହାଦେବ ମନ୍ଦିରରେ ମହା ସମାରୋହରେ ଦୀପାବଳୀ ପୂଜା !!!

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚାଟେଶ୍ୱର ମନ୍ଦିରରେ ଦୀପାବଳୀ ଉତ୍ସବ ! କଟକ ଜିଲ୍ଲା ସାଲେପୁର ବ୍ଲକ୍ କିଶୀନାପୁର ଗ୍ରାମ…

ଆମ ରିପୋଟରଗଜପତିଜିଲ୍ଲା

ଅଲ ଓଡ଼ିଶା 108 ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଗଜପତି ଶାଖା ପକ୍ଷରୁ ସମସ୍ୟା ଦୂରୀକରଣ ନିମନ୍ତେ 11 ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ 108 ଆମ୍ବୁଲାନ୍ସ କର୍ମଚାରୀ ସଂଘର ସଭାପତି…

ଆମ ରିପୋଟରଜିଲ୍ଲାଯାଜପୁର

ଚିନ୍ମୟ ଫାଉଣ୍ଡେସନର ଆନ୍ତର୍ଜାତିକ ଅନଲାଇନ୍ ରଙ୍ଗୋଲି ପ୍ରତିଯୋଗିତାରେ ଭାଗନେଲେ ୧୩୭୨ ଜଣ ପ୍ରତିଯୋଗୀ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗ୍ରାମାଞ୍ଚଳର ଲୋକ ଚିତ୍ରକଳା ଓ ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ଯାଜପୁର…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ରେଙ୍ଗାଲି ବନ୍ଧରୁ ମାଟି ଅତଡା ଖସି ବାପ ଗୁରୁତର : ନାବାଳିକା ଝିଅ ମୃତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ନଡ଼ିଆଭଙ୍ଗା ପାଖ ରେଙ୍ଗାଲି ବନ୍ଧରେ ଏକ ଅଭାବନୀୟ ଘଟଣା ଦେଖିବାକୁ…