ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ତାଳଚେର ଷ୍ଟେସନ ଦେଇ ପୂର୍ବରୁ ଚାଲୁଥିବା ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍‌ ଗୁଡିକ ପୁନଃ ପ୍ରଚଳନ କରିବା ଦାବୀ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ତାଳଚେର ରେଳ ଷ୍ଟେସନ ଦେଇ କୋଭିଚ୍‌-୧୯ ପୂର୍ବରୁ ଚାଲୁଥିବା ସମସ୍ତ ପାସେଞ୍ଜର…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ବିଭିନ୍ନ ଦାବି ନେଇ ଓଡ଼ିଶା ଫାର୍ମାସିଷ୍ଟ୍ ସର୍ଭିସ୍ ଆସୋସିଏସନ୍ ର ଆନ୍ଦୋଳନ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବିଭିନ୍ନ ଦାବି ନେଇ ଓଡ଼ିଶା ଫାର୍ମାସିଷ୍ଟ୍ ସର୍ଭିସ୍ ଆସୋସିଏସନ୍ ଆନ୍ଦୋଳନ ଚଳାଇ ଆସୁଛି ।…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଚୋରି ଅଭିଯୋଗରେ ୨ ଗିରଫ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମଝିକା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅନୁଗୁଳ ଜିଲ୍ଲା ରେ ରାତି ୧୦ ଟା ରୁ ସକାଳ ୫ ଟା ଲାଗିଲା ନାଇଟ୍ କର୍ଫ୍ୟୁ !!!

ଅନୁଗୁଳ // କଣିହାଁ // ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା // ଟଙ୍କଧର ଗଡ଼ନାୟକ : କୋଭିଡ଼ର ନୂଆ ଭାରିଆଣ୍ଟ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଫେରାର ଗଞ୍ଜେଇ ମାଫିଆଙ୍କ ୧ କୋଟି ୭୩ ଲକ୍ଷ ୨୯ ହଜାର ୪୯୭ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଷଛଣ୍ଡିପାଦା ଥାନା ଅନ୍ତର୍ଗତ ସାପୋଇନାଳୀ ଗାଁର ଜଣେ ଫେରାର ଗଞ୍ଜେଇ ମାଫିଆଙ୍କ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଦାଦାବଟି ମାଗିବା ଅଭିଯୋଗରେ ଜଣେ ଗିରଫ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କହ୍ନେଇ ନଗରର ଜଣେ ବ୍ୟକ୍ତିଙ୍କୁ ଧମକାଇ ଟଙ୍କା…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସବ୍‌ଡିଭିଜର କିଶୋରନଗର ଥାନାର ଏକ ହତ୍ୟା ମାମଲାର ଶୁଣାଣି କରି…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅନୁଗୁଳ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଜିଲ୍ଲାର ଆଠଟି ବ୍ଲକ ଓ ତିନୋଟି…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ବିଲିଣ୍ଡା ଗ୍ରାମ ନିକଟରେ ମଟର ସାଇକେଲ ଦୁର୍ଘଟଣା !!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସମଲ ରୁ ତାଳଚେର ରାସ୍ତା ବିଲିଣ୍ଡା ଗ୍ରାମ ନିକଟରେ ମଟର ସାଇକେଲ ଦୁର୍ଘଟଣା…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ !!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ବ୍ଲକ ନୂଆସାହି ୟୁପି ସ୍କୁଲରେ ଶିକ୍ଷକ ବଦଳି ଯୋଗୁଁ ମଙ୍ଗଳବାର ସକାଳେ ଗ୍ରାମବାସୀ…