ଆମ ରିପୋଟରଜିଲ୍ଲାରାୟଗଡା

ରାୟଗଡା ଜିଲ୍ଲା ୱେବ ମିଡ଼ିଆ ୟୁନିୟନ ର ପ୍ରଥମ ବାର୍ଷିକ ଉତ୍ସବ !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା ୱେବ ମିଡ଼ିଆ ୟୁନିୟନ ର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ଲାୟନ୍ସ…

ଆମ ରିପୋଟରଗଜପତିଜିଲ୍ଲା

ପୁରୁଣା କେରାଣ୍ଡି ସଂଯୋଗୀ ରାସ୍ତା ମରାମତି ପାଇଁ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପୁରୁଣା କେରାଣ୍ଡି ଗ୍ରାମ ଠାରୁ ବି ଏନ୍ ପ୍ୟାଲେସ ପର୍ଯ୍ୟନ୍ତ ରାସ୍ତାର ପୁନଃଉଦ୍ଧାର ସହ…

ଆମ ରିପୋଟରକଟକଜିଲ୍ଲା

୧୯୬୯ ମସିହା ମାଟ୍ରିକ ବ୍ୟାଚ ଦ୍ୱାରା ଆଦର୍ଶ ଶିକ୍ଷକ ସ୍ବର୍ଗତ ଲକ୍ଷ୍ମୀନାରାୟଣ ମହାପାତ୍ର ସ୍ମୃତି ସମ୍ମାନ : ଶ୍ରେଷ୍ଠ ବିଦ୍ୟାର୍ଥୀ ଭାବେ ସିପ୍ରା ବେହେରା ସମ୍ମାନିତ !!!

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ସିଦ୍ଧେଶ୍ୱରପୁର ସ୍ଥିତ ଐତିହସମ୍ପନ୍ନ ସର୍ବପୁରାତନ…

ଆମ ରିପୋଟରଜିଲ୍ଲାବରଗଡ଼

ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ନୂଆଁଖାଇ ଭେଟଘାଟ !!!

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ପବିତ୍ର ନୃସିଂହନାଥ ପୀଠରେ ଥିବା ସଂସ୍କୃତି ମଣ୍ଡପ ଠାରେ…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ…

ଆମ ରିପୋଟରକଟକଜିଲ୍ଲା

ସୋଗଲ ମାଟିରେ କଟକ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସମ୍ବର୍ଦ୍ଧିତ !!!

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବିଧାୟକ , ଯୁବ ସମାଜସେବୀ ତଥା ସ୍ତମ୍ବକାର ଇଂ.ପ୍ରକାଶ ଚନ୍ଦ୍ର…

ଆମ ରିପୋଟରଜିଲ୍ଲାଯାଜପୁର

ଭୁଷୁଡ଼ିଲା ଶୁକୁରଙ୍ଗି କ୍ରୋମାଇଟ୍‌ ଖଣି ମାଟି ଡମ୍ପ୍ : ଘରେ ଘରେ ପଶିଲା କାଦୁଅ ପାଣି !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଭୁଷୁଡ଼ିଲା ଶୁକୁରଙ୍ଗି କ୍ରୋମାଇଟ୍‌ ଖଣି ମାଟି ଡମ୍ପ୍ , ଘରେ ଘରେ ପଶିଲା କାଦୁଅ…

ଆମ ରିପୋଟରକଟକଜିଲ୍ଲା

ବିଜୁ ଜନତା ଦଳ କଟକ ଜିଲ୍ଲାର ନୂତନ ସଭାପତି ଙ୍କ ବଡମ୍ବା ଗସ୍ତ !!!

ବଡମ୍ବା ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ବିଜୁ ଜନତା ଦଳ କଟକ ଜିଲ୍ଲାର ନୂତନ ସଭାପତି ଙ୍କ ବଡମ୍ବା ଗସ୍ତ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସ୍ୱାୟତ୍ତ ଶାସନ ଦିବସ ପାଳନ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସ୍ୱାୟତ୍ତ ଶାସନ ଦିବସ ପାଳନ l…