ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ନୂଆଗାଁ ପରେ ପାରାଢିପି ରେ ଭାଙ୍ଗିଲା ଫଳକ : ଗାଁ ଗାଁରେ ଉଠିଲାଣି ବିଦ୍ରୋହର ସ୍ୱର !!!

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ନୂଆଗାଁ ବ୍ଲକରେ ଶାସକ ଦଳର ନେତା ମାନଙ୍କ…

ଆମ ରିପୋଟରଜିଲ୍ଲାନୟାଗଡ

ନୂଆଗାଁ ଆଞ୍ଚଳିକ ସାମ୍ବାଦିକ ସଂଘର କାର୍ଯ୍ୟାଳୟ ଉଦଘାଟିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଆଞ୍ଚଳିକ ସାମ୍ବାଦିକ ସଂଘ ର ନୂତନ ଅଫିସ ଗୃହ…

ଆମ ରିପୋଟରଜିଲ୍ଲାନୟାଗଡମୁଖ୍ୟ ଖବରରାଜନୀତିରାଜ୍ୟ

କୁଆଁରୀଆ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିଭୋର କଲା ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ସଙ୍ଗୀତ !!!

ଦଶପଲ୍ଲା ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ଦଶପଲ୍ଲା କୁଆଁରୀଆ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଓଡିଶା ରାଜ୍ୟ ପରିବହନ…

ଆମ ରିପୋଟରଜିଲ୍ଲାନୟାଗଡ

ଅସହାୟ ଲୋକଙ୍କୁ ସହାୟତା କରିବାକୁ କେବେ ପଛାନ୍ତି ନାହିଁ ସମାଜସେବୀ ଉର୍ମିଳା ମହାପାତ୍ର !!!

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲାର ବରିଷ୍ଠ ସମାଜସେବୀ ଦାମ ସାର ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ…

ଅପରାଧଆମ ରିପୋଟରଗଂଜାମଜିଲ୍ଲାନୟାଗଡ

ବୋଲେରୋ-ବାଇକ ମୁଁହାମୁଁହି ଧକ୍କା : ଯୁବକଙ୍କ ମୃତ୍ୟୁ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବୋଲେରୋ – ବାଇକ ମୁଁହାମୁଁହି ଧକ୍କା , ଦୁର୍ଘଟଣାରେ ଯୁବକ ଙ୍କ ମୃତ୍ୟୁ .…

ଅପରାଧଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ନୂଆଗାଁ ରେ ରାଜନୈତିକ ଉଷ୍ମତା : ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ ଦୁର୍ବୁତ୍ତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ମାତ୍ର କେଇ ଦିନ ପୂରିଥିବା ବେଳେ ନୂଆଗାଁ ରେ…

ଆମ ରିପୋଟରଜିଲ୍ଲାନୟାଗଡ

ନୂଆଗାଁ ରେ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ !!!

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ବ୍ଲକ୍ ସ୍ତରୀୟ…

ଆମ ରିପୋଟରଜିଲ୍ଲାନୟାଗଡ

ପ୍ରସିଦ୍ଧ ଦଶପଲ୍ଲା ଲଙ୍କା ପୋଡି ଯାତ୍ରା ରେ ରାବଣ ବଧ !!!

ଦଶପଲ୍ଲା ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ର ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡି ଯାତ୍ରା ରେ ରାବଣ ବଧ…

ଆମ ରିପୋଟରଜିଲ୍ଲାନୟାଗଡ

ଏପ୍ରିଲ ୨୧ ରେ ଆୟୋଜିତ ହେବ ସ୍ୱାସ୍ଥ୍ୟ ଶିବିର !!!

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ପ୍ରାଇମେରୀ ସ୍କୁଲ ପ୍ରାଙ୍ଗଣରେ…