ଆମ ରିପୋଟରଜିଲ୍ଲାନୟାଗଡ

୨୦୨୪ ରେ ମିଳିବ ଦଶପଲ୍ଲା ଟିକେଟ : କିଏ କହୁଛି ଏକଥା ???

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଲୋକଙ୍କୁ ପ୍ରତିଶୃତି ଦେଇ ପାଳନ ନକରିବା ମହଙ୍ଗା ପଡ଼ିପାରେ, ନିଜକୁ ସମାଜସେବୀ ଭାବରେ ପ୍ରତିପାଦିତ…

ଆମ ରିପୋଟରଜିଲ୍ଲାନୟାଗଡ

ଦଶପଲ୍ଲା ରେ ବିକାଶ ମାନଚିତ୍ର : ଗାଁ କୁ ଗଲାନି ଆମ୍ବୁଲାନ୍ସ , ଦୁଇ କିମି ଭାରରେ ବୁହାହେଲେ ରୋଗୀ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଗାଁ କୁ ରାସ୍ତା ନଥିବା ରୁ ଯାଇ ପାରିଲାନି ଆମ୍ବୁଲାନ୍ସ ! ରୋଗୀ ଙ୍କୁ…

ଆମ ରିପୋଟରଜିଲ୍ଲାନୟାଗଡମୁଖ୍ୟ ଖବରରାଜନୀତିରାଜ୍ୟ

ନୟାଗଡ ଜିଲ୍ଲାରେ ଓଡ଼ିଶାର ଏକନାଥ ସିନ୍ଧେ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଓଡ଼ିଶାରେ ହେବ କି ମହାରାଷ୍ଟ୍ର ସ୍ଥିତି ? କିଏ ହେବେ ଓଡ଼ିଶାର ଏକନାଥ ସିନ୍ଧେ…

ଆମ ରିପୋଟରଜିଲ୍ଲାନୟାଗଡ

ରାଜ୍ୟ ସମାଜସେବୀ ମହାସଂଘକୁ ନୟାଗଡ ଜିଲ୍ଳାରି ତିନି ସଦସ୍ୟ ମନୋନୀତ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରାଜ୍ୟ ସମାଜସେବୀ ମହାସଂଘ କୁ ନୟାଗଡ଼ ଜିଲ୍ଲାର ଅମରେନ୍ଦ୍ର ସାହୁ ରାଜ୍ୟ ଉପ-ସଭାପତି, ସାରସ୍ଵତ…

ଆମ ରିପୋଟରଜିଲ୍ଲାନୟାଗଡ

ପାଣି ମୁନ୍ଦାଏ ପାଇଁ ଏକ କିମି ଚାଲୁଛନ୍ତି ନୂଆଗାଁ ବ୍ଲକ ଗାତେରି ପଞ୍ଚାୟତ ଡାକଡୋଲ ନୂଆସାହି ବାସିନ୍ଦା !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଜଳ ହିଁ ଜୀବନ। ଜଳ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ । ମଣିଷ ଶୁଦ୍ଧ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

୧୧୬ ଗ୍ରାମ ବ୍ରାଉନ ସୁଗାର ସହିତ ୧ ଲକ୍ଷ ୫ ହଜାର ଟଙ୍କା ଜବତ କଲା ନୟାଗଡ଼ ଅବକାରୀ ବିଭାଗ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଅବକାରୀ ବିଭାଗକୁ ବଡ ସଫଳତା । ୧୧୬ ଗ୍ରାମ ବ୍ରାଉନ ସୁଗାର ସହିତ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ସ୍ତ୍ରୀ ର ଚରିତ୍ର କୁ ସନ୍ଦେହ କରି ସ୍ତ୍ରୀ ଓ ସମ୍ପର୍କୀୟ ଭାଇକୁ ମାଡ଼ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କଥାରେ ଅଛି ଦୁହିତା ଦୁଇ କୁଳକୁ ହିତା । ଯଦି ଜଣେ ସ୍ତ୍ରୀ ଚାହିଁବ…

ଆମ ରିପୋଟରଜିଲ୍ଲାନୟାଗଡ

୨୦୧୮ ଜାନୁଆରୀ ମାସ ରୁ ହୋଇ ପାରିନାହିଁ ନୟାଗଡ ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ସମ୍ପ୍ରସାରଣ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ମହାବିଦ୍ୟାଳୟ ର ୨୦୧୮ ଜାନୁଆରୀ ମାସରୁ ସ୍ୱୟଂଶାସିତ ମାନ୍ୟତା ସମ୍ପ୍ରସାରଣ ହୋଇପାରି ନାହିଁ,…