ବିଜେପି ନେତାଙ୍କ ଆଶୁ ଆରୋଗ୍ୟ କାମନା କଲେ ଦଳୀୟ ସମର୍ଥକ

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କୋଭିଡ ପଜିଟିଭ ହୋଇ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବାଙ୍କୀର ବିଜେପି କର୍ମୀ . ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଜେପିର ବିଧାୟକ ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କର ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଅବନତି ହୋଇଥିବା ଯୋଗୁଁ ବାଙ୍କୀ ନଗର ବିଜେପି ସଭାପତି ଶ୍ରୀନିବାସ ବେହେରା ଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ ମା ଚର୍ଚ୍ଚିକା ଙ୍କ ନିକଟରେ ସମୁହ ଦୀପ ଦାନ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *