ଗଜପତିରେ ପୁଣି 7ଜଣ କରୋନା ପଜିଟିଭ ଚିହ୍ନଟ !!

0
189

Loading

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି 7ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଗୁମ୍ମା ବ୍ଳକରୁ 2 ଜଣ,ନୂଆଗଡ ବ୍ଳକରୁ ଜଣେ, ମୋହନା ବ୍ଳକରୁ 2 ଜଣ,ପାରଳା ପୌର ପରିଷଦରୁ 2 ଜଣ ଚିହ୍ନଟ ହୋଇଛନ୍ତି। କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମଆସୋଲେସନ ଏବଂ ଅନ୍ୟ କିଛି ଗୁରୁତରଙ୍କୁ କୋଭିଡ଼ ହସ୍ପିଟାଲ/କୋଭିଡ କେୟାରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here