ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଆ ଭଣ୍ଡାରୀ ସାହି ଗାନ୍ଧୀ ଛକ ଠାରେ 36ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଦୃଷ୍ଟିରୁ ଚଳିତ ବର୍ଷ ଏହି ପୂଜା ନିରାଡ଼ମ୍ବର ଭାବରେ ପାଳିତ ହୋଇଛି । ତେବେ ପରମ୍ପରା ଅନୁଯାୟୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ୭ ଦିନ ଧରି ଅନୁଷ୍ଠିତ ହେବ ବୋଲି ପୂଜା କମିଟିର ସଦସ୍ୟ ପ୍ରକାଶ କରିଛନ୍ତି ।
ପାରଳାରେ 36 ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ !!

