ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା NTPC ଠାରୁ ଡେରେଙ୍ଗ ରାସ୍ତାରେ ବିଳମ୍ବିତ ରାତିରେ ଘଟିଛି ରାସ୍ତା ଦୁର୍ଘଟଣା . ସୂଚନା ଅନୁଯାୟୀ ଡେରେଙ୍ଗ ଗ୍ରାମର ଲିପୁ ନାଏକ ଏକ ବାଲି ବୋଝେଇ ଟ୍ରାକ୍ଟରରେ ବାଇକ୍ କୁ କଟ୍ ମାରିବା ଫଳରେ ଟ୍ରାକ୍ଟର ଡାଲାରେ ବାଡେଇ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା . ତେବେ ମୁଣ୍ଡରେ ଗୁରୁତର ଆଘାତ ଲାଗି ଘଟଣା ସ୍ଥଳରେ ହି ମୃତ୍ୟୁ ଘଟିଛି ।