ସଙ୍ଗୀତ ପ୍ରତିଯୋଗିତାରେ ସୌମ୍ୟାଶ୍ରୀ ଙ୍କ କମାଲ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଓଡିଶା ଲଳିତକଳା ଏକାଡେମୀ ଓ ସଙ୍ଗୀତ ନାଟକ ଏକାଡେମୀ ସହିତ ଅନୁବନ୍ଧିତ ବଂଶିଧର ସଙ୍ଗୀତ ମହା ବିଦ୍ୟାଳୟରେ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଙ୍ଗୀତ ପ୍ରତିଯୋଗିତାରେ ହରିପୁରର ଝିଅ ସୋମ୍ୟାଶ୍ରୀ ମିଶ୍ର ପ୍ରଥମ ହୋଇଥିବା ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି । ସୋମ୍ୟା ଙ୍କର ଏହି ସଫଳତା ରେ ସ୍ଥାନିୟ ଅଞ୍ଚଳ ରୁ ବହୁ ବରେଣ୍ୟ ବ୍ୟକ୍ତି ଶୁଭେତ୍ସା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *