ଜାତୀୟ ଅଗ୍ନିଶମ ସପ୍ତାହ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଗ୍ନିଶମ ବିଭାଗ ତରଫରୁ ଜାତୀୟ ଅଗ୍ନିଶମ ସପ୍ତାହ ପାଳିତ ହୋଇଯାଇଛି । ଖଣ୍ଡପଡ଼ା ଅଗ୍ନିଶମ ସେବା ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁ ଙ୍କ ନେତୃତ୍ୱରେ ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୱାର୍ଡ, ଖଳିସାହି , ମର୍ଦ୍ଦରାଜପୁର , ପଠାଣି ସାମନ୍ତ ମହାବିଦ୍ୟାଳୟ ପରିକ୍ରମା କରି ଜନସାଧାରଣଙ୍କୁ ଅଗ୍ନି ନିରାପତ୍ତା ସମ୍ପର୍କରେ ସଚେତନତା କରା ଯାଇଥିଲା । ଅଗ୍ନିଶମ ବିଭାଗର ଏଭଳି ସଚେତନତା କାର୍ଯ୍ୟକ୍ରମ କୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *