ବିଶ୍ୱ ଉଚ୍ଚ ରକ୍ତଚାପ ଦିବସରେ ସଚେତନତା କାର୍ଯ୍ୟକ୍ରମ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକର ବି.ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜନ ସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ତତ୍ୱାବଧାନରେ ନୂଆଗଡ଼ ବ୍ଳକର ନୂଆଗଡ଼ ଗ୍ରାମରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଉପରେ ସଚେତନତା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତର ସ୍ୱାଗତ ରଥ, ସୁପରଭାଇଜର ଶିବ ଶଙ୍କର ଭୂୟାଁ, ମ୍ୟାଲେରିଆ ସୁପର ଭାଇଜର ଦେବେନ୍ଦ୍ର କୁମାର ବାରିକ, ସ୍ୱାସ୍ଥ୍ୟ କର୍ମୀ ତୁଷାର ନାୟକ, ବି. ଅରୁଣା, ରେବତୀ ମହାରଣା,ମିନତୀ ଲିମ୍ମା, ଶିକ୍ଷକ ବସନ୍ତ କୁମାର ଲିମ୍ମା, ଆଶା କର୍ମୀ ବିଜୟ ଲକ୍ଷ୍ମୀ ସିଂ, ରଶ୍ମିତା ସିଂ, ବିରଜା ମୋହିନୀ ସିଂ, ସଂଯୁକ୍ତା ଶବର, ମାନିନୀ ସଭା ନାୟକ, ଅଙ୍ଗନବାଡି କର୍ମୀ ରୁପ୍ୟ ମଞ୍ଜରୀ ସିଂ, ନମିତା ଘାଣ୍ଟ।, ତାପଶ୍ରୀ ପାଣି, ଗୀତା ବୀର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *