କଟକ ସିଡିଏ ରେ ଟିକାକରଣ କାର୍ଯ୍ୟକ୍ରମ !!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ମହାମରୀ ସଂକ୍ରମଣକୁ ଚେକ ମେଟ ଦେବା ପାଇଁ ଟିକାକରଣକୁ ପ୍ରମୂଖ ଅସ୍ତ୍ର କରିଛନ୍ତି ରାଜ୍ୟ ସରକାର . ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ ଚାଲୁ ରହିଥିବା ସମୟରେ କଟକ ସହର ସିଡିଏ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆୟୋଜିତ ହୋଇ ଯାଇଛି କୋଦ୍ଭଡ଼-୧୯ ଟୀକାକରଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ 800 ଜଣଙ୍କୁ ଟୀକା ଦିଆଯାଇଛି । ସାମାଜିକ ଦୂରତା ଓ କୋଭିଡ ଗାଇଡ଼ ଲାଇନକୁ ପାଳନ କରି ଟୀକାକରଣ ହୋଇଯାଇଛି ।

Leave a Reply

Your email address will not be published. Required fields are marked *