ପରିବେଶ ଦିବସ ରେ ବୃକ୍ଷ ରୋପଣ !

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଓଡ଼ିଶା ମୋ ପରିବାର ପକ୍ଷରୁ ବିଶ୍ଵ ପରିବେଶ ଉପଲକ୍ଷେ ପାରଳାଖେମୁଣ୍ଡି ର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଛି . ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଙ୍କ ପରାମର୍ଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜଜେମା କଲ୍ୟାଣୀ ଗଜପତି, ମୋ ପରିବାର ସଂଯୋଜିକା ଇନ୍ଦିରା ପଟ୍ଟନାୟକ, ଯୁବ ବିଜେଡ଼ି ସଭାପତି ଏସ. ଲିଙ୍ଗରାଜ, ଛାତ୍ର ବିଜେଡ଼ି ସଭାପତି ବିଶ୍ୱଜିତ ତ୍ରିପାଠୀ, ବିଜେଡ଼ି କର୍ମୀ ସୁଜିତ ଦାସ, ଶାନ୍ତିଲତା ଜେନା, ଦୁର୍ଗା ମାଧବ ପାଣିଗ୍ରାହୀ , ଚାନ୍ଦ ମହାରଣା, ବରିଷ୍ଠ ନାଗରିକ ତ୍ରିନାଥ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଅର୍ବାନ ବ୍ୟାଙ୍କ ପଡିଆ, ପାରଳାଖେମୁଣ୍ଡି ଥାନା ପରିସର ଏବଂ ଅନ୍ୟନ୍ୟ ସ୍ଥାନରେ ପ୍ରାୟ ୫୦ ଗୋଟି ବିଭିନ୍ନ ପ୍ରକାର ଗଛ ଲଗାଇଥିଲେ .

Leave a Reply

Your email address will not be published. Required fields are marked *