ଝୁମ୍ପାଣ ଛକ ପାଖ 53 ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ।

0
183

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଝୁମ୍ପାଣ ଛକ ପାଖ 53 ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ । ସୁକିନ୍ଦା 53 ନମ୍ବର ଜାତୀୟ ରାଜପଥ କାର୍ଯ୍ୟ ଜୋରଦାର ଚାଲୁ ରହିଥିବା ବେଳେ କଳିଙ୍ଗନଗର ଥାନା ଅନ୍ତର୍ଗତ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପାଖ ଜାତୀୟ ରାଜପଥ କାର୍ଯ୍ୟକୁ ସ୍ଥାନୀୟ ଜମିହରା ଲୋକ ବିରୋଧ କରିଛନ୍ତି . ତେବେ ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତରେ ରାସ୍ତା କାର୍ଯ୍ୟକୁ ବିରୋଧ କରୁଥିବା ଲୋକମାନଙ୍କୁ ଘଉଡ଼ାଇ ଜାତୀୟ ରାଜପଥ କାର୍ଯ୍ୟ ପୁନର୍ବାର ଆରମ୍ଭ ହୋଇଥିବା ସମୟରେ ଘଟଣାକୁ ନେଇ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା ।

LEAVE A REPLY

Please enter your comment!
Please enter your name here