ସୁକିନ୍ଦା ଜଗନ୍ନାଥ ମନ୍ଦିରରୁ ଚୋରି : ସ୍ଥାନୀୟ ପୋଲିସର ତଦନ୍ତ ଜାରି ।

0
205

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଚୋରୀ . ସୁକିନ୍ଦା ରାଜସ୍ୱ ବିଭାଗ ଅଧୀନରେ ଥିବା ସୁକିନ୍ଦା ଗଡର ବହୁ ପୁରାତନ ଶ୍ରୀ ଜଗନ୍ନାଥ ମନ୍ଦିର ମଧ୍ୟରୁ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ତାଲା ଭାଙ୍ଗି ଠାକୁରଙ୍କ ଦାନ ବାକ୍ସକୁ ଚୋରାଇ ନେଇଛନ୍ତି ଦୁର୍ବୁତ୍ତ . ଆଜି ସକାଳୁ ପୂଜାରୀ ହୃଦାନନ୍ଦ ପଣ୍ଡା ମନ୍ଦିରକୁ ପୂଜା କରିବାକୁ ଯାଇଥିବା ବେଳେ ଚୋରି ହେବା ଘଟଣା ଦେଖିବା ପରେ ସୁକିନ୍ଦା ରାଜସ୍ୱ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ . ସୁକିନ୍ଦା ରାଜସ୍ୱ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here