ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ : ପଞ୍ଚାୟତ ଆଗରେ ହିତାଧିକାରୀଙ୍କ ଧାରଣା !!!

0
172

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ରାଉତପଡା ଗ୍ରାମର ଜନସାଧାରଣ ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା କୁ ନେଇ ସ୍ଥାନୀୟ ପଞ୍ଚାୟତ ଆଗରେ ଧାରଣାରେ ବସିଥିଲେ । ସୂଚନାଯୋଗ୍ୟ ଯୋଗ୍ୟ ଯେ ରାସନ ସାମଗ୍ରୀ ବଣ୍ଟନରେ ହିତାଧିକାରୀଙ୍କ ପିଛା ଯେତିକି ପରିମାଣର ଚାଉଳ ଓ ଗହମ ମିଳିବା କଥା ସେତିକି ପରିମାଣରେ ମିଳୁ ନାହିଁ . ଏ ନେଇ ଆଜି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here