ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଥାନା ଅର୍ନ୍ତଗତ ହଳନ୍ଦା ଛକ ନିକଟରୁ ଜଣେ ଦେଶୀ ମଦ ବେପାରୀ କୁ ଗିରଫ କରିଛି ବାଣପୁର ପୋଲିସ୍ । ଅଭିଯୁକ୍ତ ଜଣକ ସୁରେନ୍ଦ୍ର ବେହେରା ବୋଲି ଜଣା ପଡ଼ିଛି , ପୋଲିସ୍ ତାଙ୍କ ନିକଟରୁ ୧୦ ଲିଟର ଦେଶୀ ମଦ ଜବତ କରିବା ସହିତ ତାଙ୍କ ବିରୋଧରେ କେସ ନଂ ୪୦୩/୨୧ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବାର ବାଣପୁର ଥାନା ଏସ୍ଆଇ ପ୍ରସନ୍ନ ଜେନା ସୂଚନା ଦେଇଛନ୍ତି ।।
ଦେଶୀ ମଦ ଜବତ : ଜଣେ ଗିରଫ !!!

