ବାଲୁଗାଁରେ ବିଜେପିର ମିଶ୍ରଣ ପର୍ବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସିଙ୍ଗେଶ୍ଵର ଗ୍ରାମ ପଞ୍ଚାୟତରେ ଭାରତୀୟ ଜନତା ପାର୍ଟିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି . ବିଜେପି ନେତା ପୃଥିରାଜ ହରିଚନ୍ଦନଙ୍କ ନେତୃତ୍ୱ ରେ ସିଙ୍ଗେଶ୍ୱର ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଧାକର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମିଶ୍ରଣ ପର୍ବ ରେ ବାଲୁଗାଁ କୋଦପୁର ଗ୍ରାମର ଗଜେନ୍ଦ୍ର ପ୍ରଧାନ ତଥା ବିଜେଡିର ଖୋର୍ଦ୍ଧା ଜିଲ୍ଲା ଛାତ୍ର ସମ୍ପାଦକ ଯୁବ ନେତା ଆଜି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ।।

Leave a Reply

Your email address will not be published. Required fields are marked *