ଶିଶୁ ପ୍ରତିଭା : ସୌଭାଗ୍ୟ ରାଉତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର କିଶନନଗର ଥାନା ସୋଗଲ ଗ୍ରାମର ବିଶିଷ୍ଟ ସମାଜସେବୀ ଇଂ.ବସନ୍ତ କୁମାର ରାଉତଙ୍କ ସୁପୁତ୍ର ଶିଶୁ ଚିତ୍ରଶିଳ୍ପୀ ସୌଭାଗ୍ୟ ରାଉତ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବା ସହ ଚିତ୍ରକଳା ଦିଗରେ ଖୁବ୍ ପାରଦର୍ଶିତା ଲାଭ କରିଛନ୍ତି । ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ ପକ୍ଷରୁ ଏହି ଶିଶୁ ପ୍ରତିଭାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଉଛି ।

Leave a Reply

Your email address will not be published. Required fields are marked *