ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାଯାଜପୁରରାଜ୍ୟସ୍ମାର୍ଟ ସିଟି

ପୂର୍ବତନ ଏବିଇଓ ରବିନାରାୟଣ ତ୍ରିପାଠୀଙ୍କୁ ପନ୍ଦର ହଜାର ଟଙ୍କା ଜୋରିମାନା ନୋଟିସ ଜାରି କଲେ ସୂଚନା କମିଶନର !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦିପୁର ଗ୍ରାମପଞ୍ଚାୟତ ସ୍ଥିତ ଏକ ଘରୋଇ ଶିଶୁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକାରେ ୧୩ ହେକ୍ଟର ବେଆଇନ ଘେରି ଉଚ୍ଛେଦ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଚିଲିକାରୁ ବେଆଇନ ଘେରି, ଜିରୋ ନେଟ, ପୋଖରୀ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଚାରିଘଣ୍ଟା ଧରି ଘେରାଉ କଲେ କଂଗ୍ରେସ କର୍ମୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଚାରିଘଣ୍ଟା ଧରି ଘେରାଉ କଲେ କଂଗ୍ରେସ କର୍ମୀ .…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ତାମିଲନାଡୁ କନୁର ଠାରେ ଚପରକ୍ରାସ ଦୁର୍ଘଟଣାରେ ଭାରତର ସିଡିଏସ ଜେନେରାଲ ବିପିନ ରାଓତଙ୍କ ସମେତ…

ଆମ ରିପୋଟରକଟକଜିଲ୍ଲା

ପଣ୍ତିତ ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀ ପାଳିତ !!!

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଆଧୁନିକ ଓଡିଶାର ନବ ନିର୍ମାତା ବାଙ୍କୀ ମାଟିର ସୁଯୋଗ୍ୟ ପୁଅ ବୈଦେଶ୍ଵର ଗ୍ରାମର ପଣ୍ତିତ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ସହିଦ ରାଣପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ତାଳଚେରର ରୋଟାରୀଆନ !!!

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ବାୟୁସେନା ହେଲିକ୍ୟାପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ତାଳଚେର ମାଟିର ବୀର ଯବାନ ସହିଦ ରାଣପ୍ରତାପ…

ଆମ ରିପୋଟରଜିଲ୍ଲାନୟାଗଡ

ନୂଆଗାଁ ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ !!!

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ରେ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକା ସେଲଡକ ଫୋକ କାର୍ନିଭାଲ ଉତ୍ସବ ଉଦଯାପିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୁଳ ଓଡ଼ିଆର୍ଟ ସେଣ୍ଟର ଠାରେ ୭ମ ଚିଲିକା ସେଲଡକ…

ଆମ ରିପୋଟରକଟକଜିଲ୍ଲା

ସ୍ୱର୍ଣ୍ଣଦେଵୀ ଫୁଟବଲ କ୍ଲବ ଚମ୍ପିୟାନ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଗଣ୍ଡରପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଆୟୋଜିତ ଆମନ୍ତ୍ରଣୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୪୨…

ଆମ ରିପୋଟରକଟକଜିଲ୍ଲା

ଗ୍ରାମର ମହିଳା ମାନେ ସ୍ୱଇଚ୍ଛାରେ କଲେ ରକ୍ତଦାନ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୁବବଂଧୁ ସତସଂଗ ପରିବାର ତରଫରୁ ଡମପଡା…