ଦିନ ପଞ୍ଜିକା – ୨୦୨୨ କ୍ୟାଲେଣ୍ଡର ର ଶୁଭ ଉନ୍ମୋଚନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀର ଲୋୟର ପିଏମଜି ସ୍ଥିତ ବୌଦ୍ଧିକବିହାର ରେ ଦିନ ପଞ୍ଜିକା – ୨୦୨୨ କ୍ୟାଲେଣ୍ଡର ର ଶୁଭ ଉନ୍ମୋଚନ ହୋଇଯାଇଛି . କମଳଲୋଚନ ବିଶ୍ୱାଳଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିନ ପଞ୍ଜିକା – ୨୦୨୨ କ୍ୟାଲେଣ୍ଡର କୁ ବରିଷ୍ଠ ସାମ୍ବାଦିକ ତଥା ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ର ପ୍ରଦ୍ୟୁମ୍ନ ଶତପଥୀ ଉନ୍ମୋଚନ କରିଥିଲେ . ଭାରତ ବର୍ଷର ପ୍ରଥମ ମୁକ୍ତି ଆନ୍ଦୋଳନ ‘ ପାଇକ ସଂଗ୍ରାମ ‘ ଉପରେ ବିଭିନ୍ନ ତଥ୍ୟ ଆଧାରିତ ଏହି ପଞ୍ଜିକା ଉନ୍ମୋଚନ ଉତ୍ସବରେ ବର୍ଷୀଆନ ରାଜନେତା ଡ଼ ଦାମୋଦର ରାଉତ , ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ , ସମାଜସେବୀ ବିଜୟ ପରିଡା , ସାମ୍ବାଦିକ ସୌଭାଗ୍ୟ ମହାନ୍ତି , ଦେବୀ ପ୍ରସାଦ ପୃଷ୍ଟି , ସାମ୍ବାଦିକ ବିମଳ ଚନ୍ଦ୍ର ପ୍ରଧାନ , ଶରତ ରାଉତ , ପ୍ରଦୋଷ ପରିଡା , ପିୟୁଷ କୁମାର ସ୍ୱାଇଁ ପ୍ରମୂଖ ଉପସ୍ଥିତ ରହିଥିଲେ .

Leave a Reply

Your email address will not be published. Required fields are marked *