କଟକ ସହର ଏଲଇଡ଼ି ମରାମତି କାମ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଚେତାବନୀ ଦେଲେ କର୍ମଚାରୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ପ୍ରାପ୍ୟ ଦାବୀ ରେ ଧାରଣାକୁ ଓହ୍ଲାଇଲେ ଶ୍ରମିକ . ଦାବୀ ପୂର୍ଣ ଦିଗରେ ସିଏମସି ଏବଂ ନିଭ ଏନର୍ଜି କର୍ତ୍ତୃପକ୍ଷ ଦିନ ଗାଡ଼ି ଚାଲିଥିବାରୁ ଶେଷରେ ସମସ୍ତ ଉଚ୍ଚ ଅଧକାରୀଙ୍କୁ ସୂଚନା ଦେଇ ଧାରଣାରେ ବସି ରହିଛନ୍ତି 24 ଜଣ କର୍ମଚାରୀ . କର୍ମଚାରୀ ମାନଙ୍କୁ ଆନୁସଙ୍ଗିକ ସୁବିଧା ଏବଂ ପ୍ରାପ୍ୟ ପ୍ରଦାନ କରୁନାହିଁ ନିଭ ଏନର୍ଜି . କଟକ ମହାନଗର ନିଗମରେ କର୍ମଚାରୀ ନିଯୁକ୍ତି କରିଥିବା ଏହି ସଂସ୍ଥା ଦୀର୍ଘ ଦିନ ଧରି 24 ଜଣ କର୍ମଚାରୀଙ୍କୁ ପ୍ରାପ୍ୟ ପ୍ରଦାନରେ ଟାଳଟୁଳ ନୀତି ଧରିଥିବାରୁ ବଢ଼ିବାରେ ଲାଗିଛି ଅସନ୍ତୋଷ .

Leave a Reply

Your email address will not be published. Required fields are marked *