ଆମ ରିପୋଟରଜିଲ୍ଲାନୟାଗଡ

ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଲବ୍ ଦ୍ଵାରା ଜାତୀୟ ଯୁବ ଶାନ୍ତି ଦିବସ ପାଳିତ !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଭାରତ ସରକାରଙ୍କ ଜାତୀୟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ନେହେରୁ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ପ୍ରଥମ ଦିନରେ ୫୪୫ ପ୍ରାର୍ଥିଙ୍କ ନାମାଙ୍କନପତ୍ର ଦାଖଲ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅନୁଗୁଳ ଜିଲ୍ଲାରେ ସୋମବାର ପ୍ରଥମ ଦିନରେ ୫୪୫ ପ୍ରାର୍ଥିଙ୍କ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା ଏବଂ ନମାଜ ପାଠ l

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକ ତେଣ୍ଡାକୁଡା ପଞ୍ଚାୟତ ମୁସଲମାନ ବସ୍ତି…

ଆମ ରିପୋଟରକନ୍ଧମାଳଜିଲ୍ଲା

ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା : ଜଣେ ଗୁରୁତର !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଦଣ୍ଡପଦର ଠାରେ ଦୁଇ ବାଇକ୍ ମୁହାଁ ମୁହିଁ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

୨୦୨୧ ବର୍ଷ ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍ ରେ ସ୍ଥାନ ପାଇଲେ ସ୍ୱରୂପ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ନିଜର ଅଭୂତପୂର୍ବ ସ୍ମରଣ ଶକ୍ତି ଓ ମେଧା ପାଇଁ ପରିଚିତ ଅନୁଗୁଳ ଶିମିଲିପଡ଼ାର ୬…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅବସରପ୍ରାପ୍ତ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା !!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଗୁରୁ ଛାତ୍ର ମଧ୍ୟରେ ଥିବା ସମ୍ପର୍କ, ଯେଉଁ ନିବିଡତା, ତାହା ସବୁବେଳେ ବେଳେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଖୋର୍ଦ୍ଧା ର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ତଥା ଶୈବ ପୀଠ ଗୁଡିକରେ…