ମା ଚର୍ଚ୍ଚିକା ମନ୍ଦିର କାଷ୍ଠ ମଣ୍ଡପ ମରାମତି କାର୍ଯ୍ୟ : ମନମାନୀ କରୁଛି ଠିକା ସଂସ୍ଥା !!!

Spread the love

!!! ଦୀର୍ଘ ଦିନ ଧରି ବାଖ୍ୟାନ କେନ୍ଦ୍ରକୁ କବଜା କରି ରଖିଥିବାରୁ ତେଜୁଛି ଅସନ୍ତୋଷ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ରାଜ୍ୟର ପ୍ରସିଦ୍ଧ ଅଷ୍ଟଶକ୍ତି କ୍ଷେତ୍ର ମଧ୍ୟରୁ ଅନ୍ୟତମ ପୀଠ ହେଉଛି ବାଙ୍କୀ ର ମା ଚର୍ଚ୍ଚିକା ବିଜେ ସ୍ଥଳୀ . ରାଜା ପ୍ରତିଷ୍ଠିତ ଏହି ପୀଠରେ ପ୍ରତ୍ୟେହ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ . ପ୍ରାକୃତିକ ପରିବେଶ ଘେରା ଋଚିକ ଗିରି ଉପରେ ରେଣୁକା ନଦୀ ତଟରେ ଅବସ୍ଥିତ ଏହି ମନ୍ଦିରର କଳା ଭାସ୍କର୍ଯ୍ୟ ଏବଂ କାଷ୍ଠ ମଣ୍ଡପର ଚାରୁକଳା ଅନନ୍ୟ ଅଟେ .

Leave a Reply

Your email address will not be published. Required fields are marked *