ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଚାଲିଛି ଦଳ ବଦଳ କାର୍ଯ୍ୟକ୍ରମ । ନୟାଗଡ଼ ନିର୍ବାଚନ ମଣ୍ଡଳୀ ରେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ବାଚନୀ ମଣ୍ଡଳୀ କୁ ବିରୋଧି ଶୁନ୍ୟ କରିବାରେ ଲାଗି ପଡିଛନ୍ତି । ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଏବଂ ଅରୁଣ କୁମାର ସାହୁ ଙ୍କ ନେତୃତ୍ୱ କୁ ଭଲ ପାଇ ସୁନାମୁହିଁ ପଞ୍ଚାୟତର ବିଜେପି ର ପ୍ରମୁଖ ନେତା ରାମହରି ଚୈ।ଧୁରୀ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମନ୍ତ୍ରୀ ଡ. ସାହୁ ଶ୍ରୀଯୁକ୍ତ ଚୈ।ଧୁରୀ ଙ୍କୁ ପୁଷ୍ପମାଲ୍ୟ ଏବଂ ଦଳୀୟ ଉତ୍ତରୀୟ ଦେଇ ଦଳ ପୁଅ ଦଳକୁ ଫେରିଲା କହି ସ୍ୱାଗତ କରିଥିଲେ ।
ନୟାଗଡ ବିଜେଡିର ମିଶ୍ରଣ ପର୍ବ !!!

