ଆମ ରିପୋଟରଗଜପତିଜିଲ୍ଲା

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ !

ଗଜପତି (ଆୱାଜ ମିଡ଼ିଆ )- ବିବେକାନନ୍ଦ ବେହେରା : ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଅବସରରେ ସ୍ୱାମୀ ମୁକୁନ୍ଦାନନ୍ଦ…

ଆମ ରିପୋଟରକଟକଜିଲ୍ଲା

କୂଳସରିଚୁଆଁ ପଞ୍ଚାୟତ ନିର୍ବାଚନ : ସ୍ଵାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ନାରାୟଣ ଭୋଇ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଟକ ସଦର ଅଞ୍ଚଳରେ ବଢ଼ିବାରେ ଲାଗିଛି…

ଆମ ରିପୋଟରକନ୍ଧମାଳଜିଲ୍ଲା

ପ୍ରତିଶୃତି ପରେ ହଟିଲା ଏଫସିଆଇ ଶ୍ରମିକଙ୍କ ଧାରଣା !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଏଫସିଆଇ ଶ୍ରମିକ ସଂଗଠନ ପକ୍ଷରୁ ଏଫସିଆଇ ସମ୍ମୁଖରେ ଧାରଣା…

ଆମ ରିପୋଟରଜିଲ୍ଲାଯାଜପୁର

ଯାଜପୁର ଜିଲ୍ଲାର ବିଭିନ୍ନ ପ୍ରଖଣ୍ଡରେ ସୂର୍ଯ୍ୟ ନମସ୍କାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲାର ବିଭିନ୍ନ ପ୍ରଖଣ୍ଡରେ ଆୟୋଜିତ ହୋଇଯାଇଛି ସୂର୍ଯ୍ୟ ନମସ୍କାର ପ୍ରଶିକ୍ଷଣ ଶିବିର .…

ଆମ ରିପୋଟରକନ୍ଧମାଳଜିଲ୍ଲା

ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରର ପୁର୍ବତନ ବିଧାୟକ ଜାକବ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ବାରଙ୍ଗ ଜିଲ୍ଲା ପରିଷଦ ଜୋନ ପାଇଁ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ନାମାଙ୍କନ !!!

ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଙ୍କୀ ବିଜେପି ନେତା ତଥା ବାରଙ୍ଗ ଅଞ୍ଚଳର ଯୁବ ସଂଗଠକ ତୁଷାରକାନ୍ତ ଚକ୍ରବର୍ତ୍ତୀ ବାରଙ୍ଗ…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ନୟାଗଡ ରାଜନୀତି : ବିଜେପି ରୁ ପ୍ରାର୍ଥୀ ହେଲେ ସୌମ୍ୟ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ନୟାଗଡ ରାଜନୀତିରେ ବଦଳୁଛି ଦୃଶ୍ୟପଟ୍ଟ . ମିଶ୍ରଣ ପର୍ବ କରି…

ଆମ ରିପୋଟରକଟକଜିଲ୍ଲା

ଜିଲ୍ଲା ପରିଷଦ ନିର୍ବାଚନ : ମୈଦାନରେ ବିଜେଡ଼ି ପ୍ରାର୍ଥୀ ପ୍ରଦୀପ୍ତ ମହାଳି !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଏବଂ ଯାଞ୍ଚ…