ନୟାଗଡ ରାଜନୀତି : ବିଜେପି ରୁ ପ୍ରାର୍ଥୀ ହେଲେ ସୌମ୍ୟ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ନୟାଗଡ ରାଜନୀତିରେ ବଦଳୁଛି ଦୃଶ୍ୟପଟ୍ଟ . ମିଶ୍ରଣ ପର୍ବ କରି ସ୍ଥାନୀୟ ବିଧାୟକ କର୍ମୀ ଯୋଗାଡ କରୁଥିବା ସମୟରେ , ଅସନ୍ତୁଷ୍ଟ ନେତାଙ୍କୁ ଆପଣେଇବାରେ ଲାଗିଛି ବିଜେପି . ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ର ପୂର୍ବତନ ସରପଂଚ ସୌମ୍ୟରଞ୍ଜନ ଶେଷରେ ବିଜେପି ରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି .

Leave a Reply

Your email address will not be published. Required fields are marked *