କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୌଜା ବେଣ୍ଟକାର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ସମାଜସେବୀ ତଥା ବିଶିଷ୍ଟ ରାଜନୀତିଜ୍ଞ ବିନୋଦ ବେହେରା . ସେ ତାଙ୍କ ସମର୍ଥକ , ଗୁରୁଜନ, ଶୁଭେଛୁ ମାନଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜନସାଧାରଣ ଙ୍କ ଶ୍ରଦ୍ଧା ଓ ଆସ୍ଥା କୁ ପାଥେୟ କରି ସେ ନିର୍ବାଚନ ମୈଦାନରେ ଉପସ୍ଥିତ ହୋଇଛନ୍ତି ଏବଂ ଅଞ୍ଚଳ ତଥା ଗ୍ରାମର ବିକାଶ କରିବାକୁ ଦୃଢ଼ ସଂକଳ୍ପ ରଖିଛନ୍ତି ।
ବେଣ୍ଟକାର ପଞ୍ଚାୟତ ସମିତି ନିର୍ବାଚନ : ମୈଦାନ ରେ ସମାଜସେବୀ ବିନୋଦ ବେହେରା !!!

