ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗାତେରି ପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥୀନୀ ସସ୍ମିତା ସାହାଣୀ ଏବଂ ସମିତି ସଭ୍ୟ ପ୍ରାର୍ଥୀନୀ ହରପ୍ରିୟା ଦାସ ନିର୍ଦ୍ୱନ୍ଦରେ ନିର୍ବାଚିତ । ଶାସକ ଦଳର ସମର୍ଥନରେ ନାମାଙ୍କନ କରିଥିବା ପ୍ରାର୍ଥୀ ବିଜୟୀ ହେବା ପରେ ବିଜେଡି ଦଳରେ ଖୁସିର ଲହର ଖେଳି ଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇଲେ ବିଜୟୀ ସରପଞ୍ଚ ସସ୍ମିତା ସାହାଣୀ ଏବଂ ଗ୍ରାମବାସୀ । ପଞ୍ଚାୟତ ବାସୀଙ୍କ ସମସ୍ୟା କୁ ଗୁରୁତ୍ୱ ଦେବା ତାଙ୍କର ପ୍ରଥମ କର୍ତ୍ତବ୍ୟ ରହିବ ବେଲି ପ୍ରକାଶ କରିଛନ୍ତି ଶ୍ରୀମତୀ ସାହାଣୀ ।
ନିର୍ଦ୍ୱନ୍ଦ ରେ ନିର୍ବାଚିତ ହେଲେ ସରପଞ୍ଚ ଏବଂ ସମିତିସଭ୍ୟ !!!

