କଟକ ସଦର ( ଆୱ୍ୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଅନ୍ତର୍ଗତ କଳପଡା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପାର୍ଥିନୀ କାଦମ୍ବିନୀ ଭୋଇ ସ୍ଵାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ ପରେ ଏବେ ନିଜ ପଞ୍ଚାୟତରେ ପ୍ରଚାର ଅଭିଯାନ ଚଳାଇଛନ୍ତି । କାଦମ୍ବିନୀଙ୍କ ବିଚାରଧାରା ସମସ୍ତର ଗ୍ରହଣୀୟ ହେବା ସହ ତାଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଛି ଏବଂ ସାଧାରଣ ଜନତାଙ୍କ ସେ ଆସ୍ଥା ଭାଜନ ପାଲଟିଛନ୍ତି ।
ପ୍ରଚାର ଅଭିଯାନରେ କଳପଡା ପଞ୍ଚାୟତ ସମିତି ସଭ୍ୟ ପାର୍ଥିନୀ କାଦମ୍ବିନୀ ଭୋଇ !!!

