ଆମ ରିପୋଟରକଟକଜିଲ୍ଲାଯାଜପୁର

ଚିକଣା ପଞ୍ଚାୟତରେ ଦି ସ୍ମାର୍ଟ ଗ୍ରୁପ ପକ୍ଷରୁ ସ୍ୱତନ୍ତ୍ର ରକ୍ତଦାନ ଶିବିର !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଚିକଣା ପଞ୍ଚାୟତର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଦ…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ସ୍ମରଣୀୟ ଦିବସ କେବଳ ସେବାକାର୍ଯ୍ୟ ପାଇଁ ପ୍ରଯୁଜ୍ୟ : ସମାଜସେବୀ ଦମ୍ପତି ହେମନ୍ତ ଦାସ ଓ କାମିନୀ ବେହେରା ।

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ , କନ୍ଦରପୁର ଓ ୪୨ ମୌଜା…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଗ୍ରୁପ୍ ଜେନେରାଲ ମ୍ୟାନେଜର ଙ୍କ କାର ରୁ ଚୋରା ଆଲୁମିନିୟମ ଉଦ୍ଧାର !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲଟର ପ୍ଲାଣ୍ଟରରେ ଜଣେ ଗ୍ରୁପ୍ ଜେନେରାଲ ମ୍ୟାନେଜରଙ୍କ କାର ରୁ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ରାଜପଥରେ ବାଇକ କାର ମୁଁହାମୁହିଁ ଧକ୍କା : ଜଣେ ମୃତ, ଆହତ ବାଇକ ଆରୋହୀ କଟକ ସ୍ଥାନାନ୍ତର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦାଗଡ଼ ମୁଖ୍ୟ ରାଜପଥରେ ଏକ କାର ଏବଂ ବାଇକ ମୁହାମୁହିଁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ବାଣପୁର ରେ ବିଜେପିର ସାମ୍ବାଦିକ ସମ୍ମିଳନୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଠାରେ ସାମ୍ବାଦିକ ସମ୍ମିଳନୀ କଲେ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ .…

ଆମ ରିପୋଟରକନ୍ଧମାଳଜିଲ୍ଲାରାଜନୀତିରାଜ୍ୟ

ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ,ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି : ବାଲିଗୁଡାରେ ୮୧.୦୨ ପ୍ରତିଶତ ମତଦାନ

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜ଼ିଲ୍ଲା ରେ ପ୍ରଥମ ପର୍ଯାୟ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହିତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ନିର୍ବାଚନ ପ୍ରଚାର ବେଳେ ଅସୁସ୍ଥ ହୋଇ ପଡିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନିର୍ବାଚନ ପ୍ରଚାର ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହଠାତ ଅସୁସ୍ଥ ହୋଇ ପଡିଛନ୍ତି…

ଆମ ରିପୋଟରଗଜପତିଜିଲ୍ଲାରାଜନୀତିରାଜ୍ୟ

କେରାଣ୍ଡି ପଞ୍ଚାୟତର ସରପଞ୍ଚ ପାର୍ଥି ଗୋୖରାଙ୍ଗ ପ୍ରଧାନଙ୍କ ପ୍ରଚାର ଜୋର ଧରିଛି !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ସରପଞ୍ଚ ପାର୍ଥି ଗୋୖରାଙ୍ଗ ପ୍ରଧାନ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ଦୁଲଣାପୁର ଗ୍ରାମପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥନୀ ନିରୁପମା ନାୟକଙ୍କ ପ୍ରତି ବଢୁଛି ସମର୍ଥନ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଳକ ଅଧିନ ଦୁଲଣାପୁର ଗ୍ରାମପଞ୍ଚାୟତ ରେ ସରପଞ୍ଚ ପଦବୀ ପାଇଁ ୩…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାଦେଶବିଦେଶମୁଖ୍ୟ ଖବରରାଜ୍ୟ

ଚାଲିଗଲେ ବାପି ଦା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବଲିଉଡ୍‌କୁ ଲାଗିଛି ପୁଣି ଏକ ଶକ୍ତ ଝଟକା । କିଛି ଦିନ ପୂର୍ବେ ସ୍ୱର…